ଘରୋଇ ସ୍କୁଲ ଫି’ ଛାଡ ମାମଲା । ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ । କରୋନା ବେଳେ ୩୦% ସ୍କୁଲ ଫି ଛାଡ କରିବାକୁ ସୁପାରିଶ କରିଥିଲା ଗଠିତ କମିଟି ।

Advertisment
ଘରୋଇ ସ୍କୁଲ ଫି’ ଛାଡ ମାମଲା । ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ । କରୋନା ବେଳେ ୩୦% ସ୍କୁଲ ଫି ଛାଡ କରିବାକୁ ସୁପାରିଶ କରିଥିଲା ଗଠିତ କମିଟି ।

କନକ ବ୍ୟୁରୋ : ହାଇକୋର୍ଟରେ ଘରୋଇ ସ୍କୁଲ ଫି’ ଛାଡ ମାମଲାର ଶୁଣାଣି ଶେଷ ହୋଇଛି । ଏନେଇ ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ସରକାରଙ୍କ ପକ୍ଷରୁ କମିଟି ରିପୋର୍ଟ ମଧ୍ୟ ଦାଖଲ କରାଯାଇଛି । କରୋନା ବେଳେ ୩୦ ପ୍ରତିଶତ ସ୍କୁଲ ଫି’ ଛାଡ କରିବାକୁ ସୁପାରିଶ କରିଥିଲା କମିଟି ।

କରୋନା ବେଳେ ସ୍କୁଲ ଫି ଛାଡ କରିବାକୁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ୩୦ ପ୍ରତିଶତ ସ୍କୁଲ ଫି ଛାଡ କରିବାକୁ ଆବେଦନ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe