କନକ ବ୍ୟୁରୋ : ହାଇକୋର୍ଟରେ ଘରୋଇ ସ୍କୁଲ ଫି’ ଛାଡ ମାମଲାର ଶୁଣାଣି ଶେଷ ହୋଇଛି । ଏନେଇ ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ସରକାରଙ୍କ ପକ୍ଷରୁ କମିଟି ରିପୋର୍ଟ ମଧ୍ୟ ଦାଖଲ କରାଯାଇଛି । କରୋନା ବେଳେ ୩୦ ପ୍ରତିଶତ ସ୍କୁଲ ଫି’ ଛାଡ କରିବାକୁ ସୁପାରିଶ କରିଥିଲା କମିଟି ।
କରୋନା ବେଳେ ସ୍କୁଲ ଫି ଛାଡ କରିବାକୁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ୩୦ ପ୍ରତିଶତ ସ୍କୁଲ ଫି ଛାଡ କରିବାକୁ ଆବେଦନ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/33-12.jpg)