କନକ ବ୍ୟୁରୋ: ଆଜେକ୍ସଙ୍କ ମୃତ୍ୟୁ ମାମଲା । ଖାରବେଳନଗର ଥାନାରେ ବାନ୍ଧବୀଙ୍କ ବୟାନ ରେକର୍ଡ । ଖାରବେଳନଗର ଥାନାର ସ୍ୱତନ୍ତ୍ର ଟିମ୍ ଦ୍ୱାରା ପଚରାଉଚରା କରାଯାଇଛି । ୧୬୧ ଧାରାରେ ବାନ୍ଧବୀଙ୍କର ବୟାନ ରେକର୍ଡ ହୋଇଛି ।
ବାନ୍ଧବୀଙ୍କ ସହ କେବେଠାରୁ ଦେଖା, ଶେଷ ଥର କଲ କାହିଁକି କରିଥିଲେ? ଭିଡିଓ କଲରେ କଣ କଥା ହୋଇଥିଲେ ? ଏ ବାବଦରେ ପଚରା ଉଚରା କରିଛି ପୋଲିସ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us