କନକ ବ୍ୟୁରୋ: ଦୁର୍ଘଟଣାରେ ଜଳିଗଲା କାର। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ବରାଗଡ଼ ସିଡ଼ି ନିକଟରେ ଦୁର୍ଘଟଣା। କାର ଓ ସ୍କୁଟିକୁ ପିଟିଲା ପରେ ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିପଡ଼ିଛି କାର। ଦୁର୍ଘଟଣାରେ ଜଳି ଯାଇଛି କାର। ପିପିଲି ଅଗ୍ନିଶମ ବାହୀନି ପକ୍ଷରୁ ନିଆଁକୁ ଆୟତ୍ତ କରାଯାଉଛି। ଏହି ଦୁର୍ଘଟଣାରେ ୬ଜଣ ଆହତ ହୋଇଛନ୍ତି।
ଦୁର୍ଘଟଣାରେ ଜଳିଗଲା କାର ; ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ବରାଗଡ଼ ସିଡ଼ି ନିକଟରେ ଦୁର୍ଘଟଣା
/kanak/media/post_attachments/wp-content/uploads/2024/08/9-5.jpg)