ଘାଟିରୁ ଖସିଲା କାର । କୋରାପୁଟ ପଟାଙ୍ଗି ଯୋଡ଼ିମାଦେଲି ଘାଟିରେ ଦୁର୍ଘଟଣା । କାରରେ ଥିବା ୩ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର

Advertisment
ଘାଟିରୁ ଖସିଲା କାର । କୋରାପୁଟ ପଟାଙ୍ଗି ଯୋଡ଼ିମାଦେଲି ଘାଟିରେ ଦୁର୍ଘଟଣା । କାରରେ ଥିବା ୩ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର

କନକ ବ୍ୟୁରୋ: ଘାଟିରୁ ଖସିଲା କାର । ପଟାଙ୍ଗି ଥାନା ଅନ୍ତର୍ଗତ ଯୋଡ଼ିମାଦେଲି ଘାଟି ତଳକୁ କାର ଖସି ବଡ଼ ଦୁର୍ଘଟଣା ଘଟିଛି । ଏଥିରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତରଙ୍କୁ ମେଡ଼ିକାଲରେ ଭର୍ତି କରାଯାଇଛି । ଛତିଶଗଡ଼ରୁ ଆନ୍ଧ୍ର ଯାଉଥିବା ବେଳେ ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ଘଟଣା ସ୍ଥଳରେ ପଟାଙ୍ଗି ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe