ବିହାର ଭାଗଲପୁରରେ ଗଙ୍ଗା ନଦୀର ଉପନଦୀରେ ଓଲଟିଲା ଡଙ୍ଗା : ୫ ମୃତ, ୧୫ ଜଣଙ୍କୁ କରାଯାଇଛି ଉଦ୍ଧାର

Advertisment
ବିହାର ଭାଗଲପୁରରେ ଗଙ୍ଗା ନଦୀର ଉପନଦୀରେ ଓଲଟିଲା ଡଙ୍ଗା : ୫ ମୃତ, ୧୫ ଜଣଙ୍କୁ କରାଯାଇଛି ଉଦ୍ଧାର

କନକ ବ୍ୟୁରୋ : ବିହାର ଭାଗଲପୁର ଅଂଚଳରେ ଡଙ୍ଗା ବୁଡି । ଗଙ୍ଗା ନଦୀର ଉପନଦୀରେ ଓଲଟିଲା ଡଙ୍ଗା । ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି ।  ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ଅବସ୍ଥା ଗୁରୁତର ରହିଛି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ଡଙ୍ଗାରେ ପ୍ରାୟ ୧୦୦ ଜଣ ଯାତ୍ରା କରୁଥିବା ସମୟରେ ମଝି ନଦୀରେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡିଥିଲା । ଉଦ୍ଧାର କାମରେ ଏସଡିଆରଏଫ୍ ଏବଂ ଅଗ୍ନିଶମ ବାହିନୀ, ସ୍ଥାନୀୟ ଲୋକ ଲାଗିଛନ୍ତି । ଅନେକ ଲୋକଙ୍କ ପତ୍ତା ମିଳୁନଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe