୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା ବିଜେଡି । ଷ୍ଟାର ପ୍ରଚାରକ ତାଲିକାଲେ ନବୀନଙ୍କ ସମେତ ୨ ମହିଳାଙ୍କୁ ମିଳିଲା ସ୍ଥାନ । ପ୍ରଚାରକ ତାଲିକାରୁ ଅନୁଭବ ମହାନ୍ତି ପଡିଲେ ବାଦ

Advertisment
୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା ବିଜେଡି । ଷ୍ଟାର ପ୍ରଚାରକ ତାଲିକାଲେ ନବୀନଙ୍କ ସମେତ ୨ ମହିଳାଙ୍କୁ ମିଳିଲା ସ୍ଥାନ । ପ୍ରଚାରକ ତାଲିକାରୁ ଅନୁଭବ ମହାନ୍ତି ପଡିଲେ ବାଦ

କନକ ବ୍ୟୁରୋ : ବାଲେଶ୍ୱର ସଦର ଓ ତିର୍ତେଲ ବିଧାନସଭା ଉପନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି ବିଜେଡି ।

ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମନ୍ତ୍ରୀ ପ୍ରତାପ ଜେନା, ନବ କିଶୋର ଦାସ, ଅରୁଣ କୁମାର ସାହୁ, ନିରଞ୍ଜନ ପୂଜାରୀ, ବିଧାୟକ ପ୍ରଣବ ପ୍ରକାଶ ଦାସ,ଅନନ୍ତ ଦାସ, ସୌମ୍ୟରଞ୍ଜନ ପଟ୍ଟନାୟକ, ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ସାଂସଦ ରାଜଶ୍ରୀ ମଲ୍ଲିକ , ସଞ୍ଜୟ ଦାସ ବର୍ମା ରହିଛନ୍ତି ।

ସେହିପରି ଏହି ତାଲିକାରେ ଆକାଶ ଦାସ ନାୟକ, ଅରିନ୍ଦମ ରାୟ, କୁନା ତ୍ରିପାଠୀଙ୍କ ନାଁ ରହିଛି । ତେବେ ସାଂସଦ ଅନୁଭବ ମହାନ୍ତିଙ୍କୁ ଏହି ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe