କନକ ବ୍ୟୁରୋ : କରୋନା ସମୟରେ ଡାକ୍ତର ହେଉଛନ୍ତି ମଣିଷ ରୂପୀ ଭଗବାନ । ଡାକ୍ତରର ଅଭାବ ପୂରଣ ପାଇଁ ଅଭିନବ କାର୍ୟ୍ୟ କରିଛି ବେଞ୍ଚ ମାର୍କ କ୍ଲାସେସ୍ । ଏହି ବେଞ୍ଚମାର୍କ କ୍ଲାସେସ୍ର କାର୍ଯ୍ୟାଳୟ ସତ୍ୟନଗରଠାରେ ଉଦ୍ଘାଟିତ ହୋଇଯାଇଛି । ଏଥିରେ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁରେଶ କୁମାର ରାଉତରାୟ, ଡଃ ସୁଦର୍ଶନ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ ।/kanak/media/post_attachments/wp-content/uploads/2020/11/36f535d7-0cdf-41cf-acbe-4073d1d4d6aa-300x200.jpg)
ଏଥିରେ ବେଞ୍ଚ ମାର୍କ କ୍ଲାସେସ୍ର ଅଧ୍ୟକ୍ଷ ରୋଟାରିଆନ୍ ପ୍ରସନ୍ନ କୁମାର ଚୌଧୁରୀ ଅଧ୍ୟକ୍ଷତା କରିଥିବା ବେଳେ ଏହାକୁ ତୁଷାର ବେଉରା, ରାକେଶ କୁମାର, ପ୍ରଣମ ମଣ୍ଡଳ, ଡ଼ ସନ୍ତୋଷ ସାହୁ ପ୍ରମୁଖ ପରିଚାଳଣା କରିଥିଲେ । ଶେଷରେ ନିର୍ଦେଶକ ଦିପକ ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/4bbc6cea-412a-40a6-b559-2e7f4933aea9.jpg)