କନକ ବ୍ୟୁରୋ: ୨୨ ଜାନୁଆର, ୨୦୨୪ । ପ୍ରତିଟି ଭାରତୀୟଙ୍କ ପାଇଁ ଥିଲା ଏକ ବିଶେଷ ମୁହୂର୍ତ । ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଯେପରି ସାରା ଦେଶରେ ଏକ ଉତ୍ସବର ମାହୋଲ ସୃଷ୍ଟି କରିଥିଲା । ଆଉ ଏହାସହ ରାମ ଯୁଗର ଆରମ୍ଭ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କିପରି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ପୂରା ଭାରତ ଏକତ୍ରିତ ହୋଇଯାଇଥିଲା, ଏବଂ ସମସ୍ତଙ୍କ ମୁହଁରେ ରାମ ରାମ ଥିଲା, ତାହା ଏହି ଭିଡିଓରେ କହିଛନ୍ତି ମୋଦୀ । ମୋଦୀ କହିଛନ୍ତି, କାଲି ଆମେ ଯାହା ଦେଖିଲୁ, ତାହା ବର୍ଷ ବର୍ଷ ଯାଏ ଆମ ସଂସ୍କୃତିକୁ ବଖାଣିବ । ଭିଡିଓରେ ମୋଦୀ ମନ୍ଦିର ପ୍ରବେଶ ଦ୍ୱାର ଓ ମନ୍ଦିରର ସୁନ୍ଦରତା ବିଷୟରେ କହିଛନ୍ତି ।
ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ଆରମ୍ଭ ହୋଇଛି ରାମ ଯୁଗର ଆରମ୍ଭ: ଟ୍ୱିଟ୍ କରି କିଛି ଏଭଳି ଅନୁଭୂତି ବଖାଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
/kanak/media/post_attachments/wp-content/uploads/2024/01/21-30.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)