କନକ ବ୍ୟୁରୋ : ଗ୍ରାହକଙ୍କ ପାଇଁ ବଡ ଖବର । ଏଣିକି ରାତି ୮ଟା ଯାଏଁ ଖୋଲିବ ବ୍ୟାଙ୍କ । ଭୁବନେଶ୍ୱର ବ୍ୟାଙ୍କ ଅଫ ଇଣ୍ଡିଆ ଗ୍ରାହକ ସେବା କେନ୍ଦ୍ର ଏହି ସୁବିଧା ଯୋଗାଇଦେବ । ଆଜି ଏହି ଭୁବନେଶ୍ୱରରେ ସେବାକେନ୍ଦ୍ର ଉଦଘାଟିତ ହୋଇଛି । ସବୁ ବ୍ୟାଙ୍କର ଗ୍ରାହକ ସେବା ଦିନ ୪ଟା ଯାଏଁ ଖୋଲା ରହୁଛି ।
କିନ୍ତୁ ଏବେ ବ୍ୟାଙ୍କ ଅଫ ଇଣ୍ଡିଆର ଏହି ଗ୍ରାହକ ସେବା କେନ୍ଦ୍ର ରାତି ୮ଟା ଯାଏଁ ଖୋଲାରହିବ । ଏହାଛଡା ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ଯୋଜନା ଓ ଅଟଳ ପେନସନ ଯୋଜନାର ଲାଭ ଉଠାଇପାରିବେ ଗ୍ରାହକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/39-4.jpg)