କନକ ବ୍ୟୁରୋ : ଶ୍ରୀମନ୍ଦିର ବାଇଚିପାହାଚର ହେବ ମରାମତି । ଏଏସଆଇର ଚାରଜଣିଆ ଟିମ ଏ ନେଇ ଅନୁଧ୍ୟାନ କରିଛନ୍ତି । ଶ୍ରୀମନ୍ଦିରର ପଂହଚି ପ୍ରତିଟି ପାହାଚର କରିଛନ୍ତ ମାପଚୁପ । ଏହାପରେ ପଥରଗୁଡିକର ଯାଂଚ ହେବ । ଖରାପ ପଥର ଥିଲେ ବଦଳାଯିବାର ବ୍ୟବସ୍ଥା ହେବ । ସେପଟେ ମହାଲକ୍ଷ୍ମୀ ମନ୍ଦିରର ମରାମତି ନେଇ ଯାଂଚ ହେବ । ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରାଯାଇ ମରାମତି କାମ ଆରମ୍ଭ ହେବ ।

Advertisment