ଶ୍ରୀମନ୍ଦିର ବାଇଶି ପାହାଚର ହେବ ମରାମତି : ସ୍ଥିତି ଅନୁଧ୍ୟାନ ସହ ପ୍ରତିଟି ପାହାଚର ମାପ ନେଲେ ୪ ଜଣିଆ ଏଏସଆଇ ଟିମ, ଆଗକୁ ହେବ ପଥର ଗୁଡିକର ଯାଂଚ; ମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ଆରମ୍ଭ ହେବ କାମ

106

କନକ ବ୍ୟୁରୋ : ଶ୍ରୀମନ୍ଦିର ବାଇଚିପାହାଚର ହେବ ମରାମତି । ଏଏସଆଇର ଚାରଜଣିଆ ଟିମ ଏ ନେଇ ଅନୁଧ୍ୟାନ କରିଛନ୍ତି । ଶ୍ରୀମନ୍ଦିରର ପଂହଚି ପ୍ରତିଟି ପାହାଚର କରିଛନ୍ତ ମାପଚୁପ । ଏହାପରେ ପଥରଗୁଡିକର ଯାଂଚ ହେବ । ଖରାପ ପଥର ଥିଲେ ବଦଳାଯିବାର ବ୍ୟବସ୍ଥା ହେବ । ସେପଟେ ମହାଲକ୍ଷ୍ମୀ ମନ୍ଦିରର ମରାମତି ନେଇ ଯାଂଚ ହେବ । ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରାଯାଇ ମରାମତି କାମ ଆରମ୍ଭ ହେବ ।

Comments are closed.