ବଦଳିଲା ସରକାର ବଦଳିଲା ନାଁ ; ଏଣିକି ବିଜୁ କ୍ରୀଡ଼ା ସମ୍ମାନ ନୁହେଁ, ରାଜ୍ୟ କ୍ରୀଡ଼ା ସମ୍ମାନ ନାମରେ ମିଳିବ ପୁରସ୍କାର , କ୍ରୀଡ଼ା ଓ ଯୁବ ସେବା ପକ୍ଷରୁ ବିଜ୍ଞପ୍ତି ଜାରି ।

Advertisment
ବଦଳିଲା ସରକାର ବଦଳିଲା ନାଁ ; ଏଣିକି ବିଜୁ କ୍ରୀଡ଼ା ସମ୍ମାନ ନୁହେଁ, ରାଜ୍ୟ କ୍ରୀଡ଼ା ସମ୍ମାନ ନାମରେ ମିଳିବ ପୁରସ୍କାର , କ୍ରୀଡ଼ା ଓ ଯୁବ ସେବା ପକ୍ଷରୁ ବିଜ୍ଞପ୍ତି ଜାରି ।

କନକ ବ୍ୟୁରୋ: ବଦଳିଲା ସରକାର ବଦଳିଲା ନାଁ। ବିଜୁ କ୍ରୀଡ଼ା ସମ୍ମାନର ନାଁ ବଦଳାଇଛନ୍ତି ରାଜ୍ୟ ସରକାର। ଏନେଇ କ୍ରୀଡା ଓ ଯୁବ ସେବା ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ବିଜୁ କ୍ରୀଡ଼ା ସମ୍ମାନ ଏଣିକି ରାଜ୍ୟ କ୍ରୀଡା ସମ୍ମାନ ନାମରେ ପୁରସ୍କାର ପ୍ରଦାନ କରାଯିବ।

ପୂର୍ବରୁ ରାଜ୍ୟ ସରକାର ରାଜ୍ୟର ପ୍ରତିଭାବାନ କ୍ରୀଡ଼ାବିତଙ୍କୁ ବିଜୁ କ୍ରୀଡ଼ା ସମ୍ମାନରେ ସମ୍ମାନିତ କରୁଥିଲେ। ପ୍ରତିବର୍ଷ ଖେଳରେ ଭଲ ପ୍ରଦର୍ଶନ କରୁଥିବା କ୍ରୀଡ଼ାବିତଙ୍କୁ ବିଜୁ କ୍ରୀଡ଼ା ସମ୍ମାନରେ ସମ୍ମାନୀତ କରୁଥିଲେ। ଏବେ ରାଜ୍ୟରେ ସରକାର ବଦଳିବା ପରେ ଏହି ସମ୍ମାନର ନାଁ ବଦଳାଇ ଦେଇଛନ୍ତି କ୍ଷମତାରେ ଥିବା ବିଜେପି ସରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe