ଆଇପିଏଲ୍ ନିଲାମ ବେଳେ ଅଘଟଣ । ନିଲାମ ମଝିରେ ବେହୋସ ହେଲେ ଅକ୍ସନର

ଆଇପିଏଲ୍ ନିଲାମ ବେଳେ ଅଘଟଣ । ନିଲାମ ମଝିରେ ବେହୋସ ହେଲେ ଅକ୍ସନର

କନକ ବ୍ୟୁରୋ: ଆଇପିଏଲ୍ ନିଲାମ ବେଳେ ଅଘଟଣ । ନିଲାମ ମଝିରେ ବେହୋସ ହେଲେ ନିଲାମ କରୁଥିବା ଅକ୍ସନର ହଗ୍ ଏଡମୀଡସ୍ । ତେବେ ସ୍ୱାସ୍ଥ୍ୟଗତ କାରଣରୁ ସେ ହଠାତ୍ ନିଜର ଚେତା ହରାଇଥିବା ଜଣାପଡିଛି । ବର୍ତ୍ତମାନ ପାଇଁ ନିଲାମ ପ୍ରକ୍ରିୟାକୁ ବନ୍ଦ ରଖାଯାଇଛି । ତେବେ ପ୍ରଥମେ ଚେତାଶୂନ୍ୟ ହୋଇ ଷ୍ଟେଜ୍ ତଳକୁ ପଡିଯାଇଥିଲେ । ଯାହାପରେ ସେଠାରେ ଉପସ୍ଥିତ ଥିବା ପ୍ରତି ଦଳର ମାଲିକମାନେ ହଠାତ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ବର୍ତ୍ତମାନ ନିଲାମ ପ୍ରକ୍ରିୟା ପୁଣିଥରେ ଆରମ୍ଭ ହେବ କି ନାହିଁ ସେ ନେଇ କୌଣସି ବି ସୂଚନା ମିଳିପାରିନାହିଁ ।publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe