କନକ ବ୍ୟୁରୋ: ଆଇପିଏଲ୍ ନିଲାମ ବେଳେ ଅଘଟଣ । ନିଲାମ ମଝିରେ ବେହୋସ ହେଲେ ନିଲାମ କରୁଥିବା ଅକ୍ସନର ହଗ୍ ଏଡମୀଡସ୍ । ତେବେ ସ୍ୱାସ୍ଥ୍ୟଗତ କାରଣରୁ ସେ ହଠାତ୍ ନିଜର ଚେତା ହରାଇଥିବା ଜଣାପଡିଛି । ବର୍ତ୍ତମାନ ପାଇଁ ନିଲାମ ପ୍ରକ୍ରିୟାକୁ ବନ୍ଦ ରଖାଯାଇଛି । ତେବେ ପ୍ରଥମେ ଚେତାଶୂନ୍ୟ ହୋଇ ଷ୍ଟେଜ୍ ତଳକୁ ପଡିଯାଇଥିଲେ । ଯାହାପରେ ସେଠାରେ ଉପସ୍ଥିତ ଥିବା ପ୍ରତି ଦଳର ମାଲିକମାନେ ହଠାତ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ବର୍ତ୍ତମାନ ନିଲାମ ପ୍ରକ୍ରିୟା ପୁଣିଥରେ ଆରମ୍ଭ ହେବ କି ନାହିଁ ସେ ନେଇ କୌଣସି ବି ସୂଚନା ମିଳିପାରିନାହିଁ ।/kanak/media/post_attachments/wp-content/uploads/2022/02/FKxXA2_aAAAHQF4-1024x576.jpg)
ଆଇପିଏଲ୍ ନିଲାମ ବେଳେ ଅଘଟଣ । ନିଲାମ ମଝିରେ ବେହୋସ ହେଲେ ଅକ୍ସନର
/kanak/media/post_attachments/wp-content/uploads/2022/02/38-7.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)