କନକ ବ୍ୟୁରୋ: ବାଇକକୁ ବଂଚାଇବାକୁ ଯାଇ ଟ୍ରକରେ ପିଟି ହେଲା ଆମ୍ବଲାନ୍ସ । ସୁନ୍ଦରଗଡ଼ ଟାଉନଥାନା ବିଜୁ ଏକ୍ସପ୍ରେସୱେ’ର ରାଣୀ ବଗିିଚା ବାଇପାସ୍ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ ବାଇକ୍କୁ ବଂଚାଇବାକୁ ଯାଇ ଟ୍ରକରେ ପିଟି ଦୁର୍ଘଟଣାଗ୍ରସ୍ତ ହୋଇଛି ଆମ୍ବଲାନ୍ସ । ତେବେ ସୌଭାଗ୍ୟ ବଶତଃ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ ।
ଟ୍ରକରେ ପିଟିହେଲା ଆମ୍ବୁଲାନ୍ସ । ସୁନ୍ଦରଗଡ଼ ଟାଉନଥାନା ବିଜୁ ଏକ୍ସପ୍ରେସୱେ’ର ରାଣୀ ବଗିିଚା ବାଇପାସ୍ ନିକଟରେ ଏହି ଦୁର୍ଘଟଣା
/kanak/media/post_attachments/wp-content/uploads/2023/12/acc-.jpg)