କଣ୍ଟେନର ପଛରେ ପିଟି ହୋଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଗୁରୁତର ବାଲେଶ୍ୱର ରୂପସା ନିକଟରେ ଦୁର୍ଘଟଣା ।

Advertisment
କଣ୍ଟେନର ପଛରେ ପିଟି ହୋଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଗୁରୁତର ବାଲେଶ୍ୱର ରୂପସା ନିକଟରେ ଦୁର୍ଘଟଣା ।

କନକ ବ୍ୟୁରୋ: ଭୋରୁ ଭୋରୁ ଦୁର୍ଘଟଣା । ବାଲେଶ୍ୱର ରୂପସା ନିକଟରେ ବଡ ଧରଣଣ ଦୁର୍ଘଟଣା ଘଟିଛି  ।ଏକ କଣ୍ଟେନରକୁ ପଛପଟୁ ପିଟିବାରୁ ଜଳିଗଲା ଆମ୍ବୁଲାନ୍ସ । ଫଳରେ ସେଥିରେ ଥିବା ରୋଗୀ ସହ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଗୁରୁତରଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆମ୍ବୁଲାନ୍ସଟି ବସ୍ତା ଡାକ୍ତରଖାନାରୁ ବାଲେଶ୍ୱର ଯାଉଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe