କନକ ବ୍ୟୁରୋ: ଭୋରୁ ଭୋରୁ ଦୁର୍ଘଟଣା । ବାଲେଶ୍ୱର ରୂପସା ନିକଟରେ ବଡ ଧରଣଣ ଦୁର୍ଘଟଣା ଘଟିଛି ।ଏକ କଣ୍ଟେନରକୁ ପଛପଟୁ ପିଟିବାରୁ ଜଳିଗଲା ଆମ୍ବୁଲାନ୍ସ । ଫଳରେ ସେଥିରେ ଥିବା ରୋଗୀ ସହ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଗୁରୁତରଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆମ୍ବୁଲାନ୍ସଟି ବସ୍ତା ଡାକ୍ତରଖାନାରୁ ବାଲେଶ୍ୱର ଯାଉଥିଲା ।
କଣ୍ଟେନର ପଛରେ ପିଟି ହୋଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଗୁରୁତର ବାଲେଶ୍ୱର ରୂପସା ନିକଟରେ ଦୁର୍ଘଟଣା ।
/kanak/media/post_attachments/wp-content/uploads/2024/06/Screen-Shot-2024-06-23-at-8.27.30-AM.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)