କନକ ବ୍ୟୁରୋ: ଆଜି ବାୟୁସେନାର ୯୧ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଆକାଶରେ ନିଜର ଶୌର୍ଯ୍ୟ ପ୍ରଦର୍ଶନ କରିବ ବାୟୁସେନା । ଏଥିରେ ୧୦୦ରୁ ଅଧିକ ବିମାନ ଓ ହେଲିକପ୍ଟର ନିଜର ପରାକ୍ରମ ଦେଖାଇବେ ।
ପ୍ରୟାଗରାଜର ତ୍ରିବେଣୀ ସଂଗମଠୋରେ ବାୟୁସେନାର ରଣକୌଶଳ ପ୍ରଦର୍ଶନ ହେବ । ଆକାଶରେ ରାଫେଲ, ମିରାଜ, ସୁଖୋଇ-୩୦ ଯୁଦ୍ଧ ବିମାନ ରଣକୌଶଳ ଦେଖାଇବେ । ଏହି ଏୟାର ଶୋ ଜରିଆରେ ଭାରତ ସାରା ବିଶ୍ୱକୁ ନିଜର ପରାକ୍ରମ ଦେଖାଇବ ।
ଆଜି ଆକାଶରେ ଶୌର୍ଯ୍ୟ ଦେଖାଇବ ବାୟୁସେନା । ୯୧ ତମ ପ୍ରତିଷ୍ଠା ଦିବସରେ ଭାରତୀୟ ବାୟୁସେନାର ପରାକ୍ରମ
/kanak/media/post_attachments/wp-content/uploads/2023/10/9-4.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)