ସିଗନାଲ ଓଭରସୁଟିଂ ପାଇଁ ହୋଇଛି ଦୁର୍ଘଟଣା । ବିଜୟନଗରମ ପ୍ରଶାସନ କହିଲା, ରାୟଗଡ଼ା ପାସେଞ୍ଚର ଟ୍ରେନର ଲୋକୋ ପାଇଲଟଙ୍କ ପାଇଁ ଘଟିଛି ଦୁର୍ଘଟଣା ।

ସିଗନାଲ ଓଭରସୁଟିଂ ପାଇଁ ହୋଇଛି ଦୁର୍ଘଟଣା । ବିଜୟନଗରମ ପ୍ରଶାସନ କହିଲା, ରାୟଗଡ଼ା ପାସେଞ୍ଚର ଟ୍ରେନର ଲୋକୋ ପାଇଲଟଙ୍କ ପାଇଁ ଘଟିଛି ଦୁର୍ଘଟଣା ।

କନକ ବ୍ୟୁରୋ: ମନୁଷ୍ୟକୃତ ତ୍ରୁଟି ଯୋଗୁଁ ଘଟିଛି ଦୁର୍ଘଟଣା । ରେଳ ବିଭାଗର ତଦନ୍ତକୁ ଆଧାର କରି ବିଜୟନଗର ପ୍ରଶାସନର ସୂଚନା ଦେଇଛିି । କହିଛନ୍ତି ରାୟଗଡ଼ ବିଶାଖାପାଟଣା ଲୋକୋ ପାଇଲଟଙ୍କ ତ୍ରୁଟି ଯୋଗୁଁ ଘଟିଛି ଦୁର୍ଘଟଣା । ରେଡ୍ ସିଗନାଲ ପାଇ ଟ୍ରାକ ଉପରେ ଅଟକି ଥିଲା ପଲାସା ପାସେଞ୍ଜର ଟ୍ରେନ । ରାୟଗଡ଼ା ବିଶାଖାପାଟଣା ପାସେଂଜରକୁ ମଧ୍ୟ ରେଡ୍ ସିଗନାଲ ଦିଆଯାଇଥିଲା । ରେଡ୍ ସିଗନାଲକୁ ଅଣ ଦେଖା କରିଥିଲେ ରାୟଗଡ଼ା ଲୋକୋ ପାଏଲଟ । ଦ୍ରୁତ ଗତିରେ ପଲାସା ପାସେଂଜରକୁ ପିଟିଥିଲା ରାୟଗଡ଼ା ପାସେଞ୍ଜର । ଏହା ଏକ ମନୁଷ୍ୟକୃତ ତ୍ରୁଟି ବୋଲି ରେଳ ବିଭାଗ ତଦନ୍ତରୁ ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe