କନକ ବ୍ୟୁରୋ: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଘୁଞ୍ଚିଲା +୨ ପରୀକ୍ଷା । ପରୀକ୍ଷା ଘୁଞ୍ଚିବା ନାଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସୂଚନା । କଳା ବିଭାଗର ଗଣିତ ଓ ଗୃହ ବିଜ୍ଞାନ ପରୀକ୍ଷା ଘୁଞ୍ଚିଥିବା ବେଳେ ବିଜ୍ଞାନ ବିଭାଗର କେବଳ ଗଣିତ ବିଷୟ ପରୀକ୍ଷା ଘୁଞ୍ଚାଯାଇଛି । ମେ ୩୧ ତାରିଖରେ ହେବାକୁ ଥିବା +୨ ପରୀକ୍ଷା ୪ ଜୁନରେ ହେବ ବୋଲି ନିଷ୍ପତ୍ତି ହୋଇଛି ।
ବ୍ରଜରାଜନଗର ଉପନିର୍ବାଚନ ପାଇଁ ଘୁଞ୍ଚିଲା +୨ ପରୀକ୍ଷା: ମେ ୩୧ରେ ହେବାକୁ ଥିବା ପରୀକ୍ଷା ଜୁନ ୩୧କୁ ଘୁଞ୍ଚିଲା
/kanak/media/post_attachments/wp-content/uploads/2022/05/19-27.jpg)