୨୮ ହଜାର ଟଙ୍କାରେ ପ୍ରଭୁଙ୍କ ଶୃଙ୍ଗାର ବେଶ । ୧୦୦ ଟଙ୍କିଆ ନୋଟରେ ସଜେଇ ହେଲେ ବାବା ଗୁଡେଶ୍ୱର

୨୮ ହଜାର ଟଙ୍କାରେ ପ୍ରଭୁଙ୍କ ଶୃଙ୍ଗାର ବେଶ । ୧୦୦ ଟଙ୍କିଆ ନୋଟରେ ସଜେଇ ହେଲେ ବାବା ଗୁଡେଶ୍ୱର

କନକ ବ୍ୟୁରୋ: ୨୮ ହଜାର ଟଙ୍କାରେ ଶୃଙ୍ଗାର ବେଶ ହେଲେ ବାବା ଗୁଡେଶ୍ବର । ସମ୍ବଲପୁର ଦୁର୍ଗାପାଲିସ୍ଥିତ ଗୁଡେଶ୍ବର ବାବା ୨୮ ହଜାର ଟଙ୍କାର ୧୦୦ ଟଙ୍କିଆ ନୋଟରେ ସଜେଇ ହୋଇଛନ୍ତି ।

ପ୍ରତିଦିନ ଆଳତୀ ସାଙ୍ଗକୁ ଶୃଙ୍ଗାର ବେଶରେ ସଜେଇ ହୁଅନ୍ତି ବାବା ଗୁଡେଶ୍ବର । ଆଳତୀ ପରେ ଶୃଙ୍ଗାର ବେଶ ହଟାଇ ଦିଆଯାଏ । ତେବେ ବିଶେଷ ଦିନ ଗୁଡିକରେ ବିଶେଷ ହିସାବରେ ଶୃଙ୍ଗାର ବେଶ ହୋଇଥାଏ । ତେବେ କାନିଜୁରୀର ଯୁବକମାନେ ଚାନ୍ଦା କରି ସେହି ଟଙ୍କାରେ ବାବାଙ୍କୁ ସଜେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe