କନକ ବ୍ୟୁରୋ: ୨୮ ହଜାର ଟଙ୍କାରେ ଶୃଙ୍ଗାର ବେଶ ହେଲେ ବାବା ଗୁଡେଶ୍ବର । ସମ୍ବଲପୁର ଦୁର୍ଗାପାଲିସ୍ଥିତ ଗୁଡେଶ୍ବର ବାବା ୨୮ ହଜାର ଟଙ୍କାର ୧୦୦ ଟଙ୍କିଆ ନୋଟରେ ସଜେଇ ହୋଇଛନ୍ତି ।
ପ୍ରତିଦିନ ଆଳତୀ ସାଙ୍ଗକୁ ଶୃଙ୍ଗାର ବେଶରେ ସଜେଇ ହୁଅନ୍ତି ବାବା ଗୁଡେଶ୍ବର । ଆଳତୀ ପରେ ଶୃଙ୍ଗାର ବେଶ ହଟାଇ ଦିଆଯାଏ । ତେବେ ବିଶେଷ ଦିନ ଗୁଡିକରେ ବିଶେଷ ହିସାବରେ ଶୃଙ୍ଗାର ବେଶ ହୋଇଥାଏ । ତେବେ କାନିଜୁରୀର ଯୁବକମାନେ ଚାନ୍ଦା କରି ସେହି ଟଙ୍କାରେ ବାବାଙ୍କୁ ସଜେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/26-16.jpg)