ନୀଳଗିରିରେ ସନ୍ଦୀଗ୍ଧ ବସ୍ତୁକୁ ନେଇ ଆତଙ୍କ : ଜରି ପ୍ୟାକେଟ ଭିତରୁ ମିଳିଲା ବେଲୁନ୍ ସହିତ ବ୍ୟାଟେରୀ ଓ ଟାୱାର ତାର ; ମେଡ୍ ଇନ୍ ଇଂଲଣ୍ଡ ସାମଗ୍ରୀକୁ ନେଇ ଚର୍ଚ୍ଚା

Advertisment
ନୀଳଗିରିରେ ସନ୍ଦୀଗ୍ଧ ବସ୍ତୁକୁ ନେଇ ଆତଙ୍କ : ଜରି ପ୍ୟାକେଟ ଭିତରୁ ମିଳିଲା ବେଲୁନ୍ ସହିତ ବ୍ୟାଟେରୀ ଓ ଟାୱାର ତାର ; ମେଡ୍ ଇନ୍ ଇଂଲଣ୍ଡ ସାମଗ୍ରୀକୁ ନେଇ ଚର୍ଚ୍ଚା

କନକ ବ୍ୟୁରୋ : ନୀଳଗିରିରେ ସନ୍ଦୀଗ୍ଧ ବସ୍ତୁକୁ ନେଇ ଆତଙ୍କ । ଜରି ପ୍ୟାକେଟ ଭିତରୁ ମିଳିଲା ବେଲୁନ୍ ସହିତ ବ୍ୟାଟେରୀ ଓ ଟାୱାର ତାର । ମେଡ୍ ଇନ୍ ଇଂଲଣ୍ଡ ସାମଗ୍ରୀକୁ ନେଇ ଚର୍ଚ୍ଚା । ଜବତ ସାମଗ୍ରୀକୁ ଯାଂଚ ପାଇଁ ଚାନ୍ଦୀପୁର ପଠାଇଲା ପୋଲିସ ।

publive-image

ବେଲୁନ୍ ସହିତ ବ୍ୟାଟେରୀ ଓ ଟାୱାର ତାର ମିଳିବା ପରେ ସ୍ଥାନୀୟ ଅଂଚଳରେ ଲୋକଙ୍କ ଭିତରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି । ତେବେ କିଏ ଓ କାହିଁକି ଏହି ବେଲୁନକୁ ଆଣି ଏଠାରେ ପକାଇଲା ସେନେଇ ଚର୍ଚ୍ଚା ଧରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe