କନକ ବ୍ୟୁରୋ : ନୀଳଗିରିରେ ସନ୍ଦୀଗ୍ଧ ବସ୍ତୁକୁ ନେଇ ଆତଙ୍କ । ଜରି ପ୍ୟାକେଟ ଭିତରୁ ମିଳିଲା ବେଲୁନ୍ ସହିତ ବ୍ୟାଟେରୀ ଓ ଟାୱାର ତାର । ମେଡ୍ ଇନ୍ ଇଂଲଣ୍ଡ ସାମଗ୍ରୀକୁ ନେଇ ଚର୍ଚ୍ଚା । ଜବତ ସାମଗ୍ରୀକୁ ଯାଂଚ ପାଇଁ ଚାନ୍ଦୀପୁର ପଠାଇଲା ପୋଲିସ ।
ବେଲୁନ୍ ସହିତ ବ୍ୟାଟେରୀ ଓ ଟାୱାର ତାର ମିଳିବା ପରେ ସ୍ଥାନୀୟ ଅଂଚଳରେ ଲୋକଙ୍କ ଭିତରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି । ତେବେ କିଏ ଓ କାହିଁକି ଏହି ବେଲୁନକୁ ଆଣି ଏଠାରେ ପକାଇଲା ସେନେଇ ଚର୍ଚ୍ଚା ଧରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/28-20.jpg)
/kanak/media/post_attachments/wp-content/uploads/2020/10/IMG-20201017-WA0045.jpg)