ପୁନେର କେମିକାଲ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ : ଜଳିଗଲା ଲକ୍ଷାଧିକ ଟଙ୍କାର ରାସାୟନିକ ସାମଗ୍ରୀ, କାରଣ ଅସ୍ପଷ୍ଟ; ଅଳ୍ପକେ ବର୍ତିଲେ କର୍ମଚାରୀ

Advertisment
ପୁନେର କେମିକାଲ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ : ଜଳିଗଲା ଲକ୍ଷାଧିକ ଟଙ୍କାର ରାସାୟନିକ ସାମଗ୍ରୀ, କାରଣ ଅସ୍ପଷ୍ଟ; ଅଳ୍ପକେ ବର୍ତିଲେ କର୍ମଚାରୀ

କନକ ବ୍ୟୁରୋ : ମହାରାଷ୍ଟ୍ରର ପୁନେର କୁରକୁମ୍ଭ ଅଂଚଳରେ ଏକ ରୟାସନିକ କାରଖାନାରେ ଅଗ୍ନିକାଣ୍ଡ । ଆଜି ବଡି ଭୋରରୁ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବାର କାରଣ ବର୍ତମାନ ସୁଦ୍ଧା ଜଣାପଡିନାହିଁ । ନିଆଁ ଲାଗିବା ପରେ ଆଖପାଖ ଅଂଚଳକୁ ପୁରା ବ୍ୟାପିଯାଇଥିଲା । ଲକ୍ଷ ଲକ୍ଷ ଟଙ୍କାର ରସାୟନିକ ସାମଗ୍ରୀ ଏଥିରେ ନଷ୍ଟ ହୋଇଛି ।

ଅଗ୍ନିକାଣ୍ଡରେ କୌଣସି ଜୀବନହାନୀ ହୋଇନଥିବା ଜଣାପଡିଛି । ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଦମକଳ ବାହିନୀ ପହଁଚି ନିଆଁକୁ ଆୟତ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe