ଅଶାନ୍ତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ! ଅଫଲାଇନ୍ ପରୀକ୍ଷାକୁ ବିରୋଧ କରି ତାତିଲେ ଛାତ୍ର କଂଗ୍ରେସ କର୍ମୀ, ଭଙ୍ଗାରୁଜା ପରେ ପୋଲିସର ଲାଠି ଚାର୍ଜ ।

Advertisment
ଅଶାନ୍ତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ! ଅଫଲାଇନ୍ ପରୀକ୍ଷାକୁ ବିରୋଧ କରି ତାତିଲେ ଛାତ୍ର କଂଗ୍ରେସ କର୍ମୀ, ଭଙ୍ଗାରୁଜା ପରେ ପୋଲିସର ଲାଠି ଚାର୍ଜ ।

କନକ ବ୍ୟୁରୋ: ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଲାଠି ଚାର୍ଜ । ଛାତ୍ର କଂଗ୍ରେସ କର୍ମୀମାନେ ବିଶ୍ୱବିଦ୍ୟାଳୟ ଘେରାଉ କରିବା ସହ ଭଙ୍ଗାରୁଜା କରିବାରୁ ପୋଲିସ ଲାଠି ମାଡ଼ କରିଥିବା ସୂଚନା ମିଳିଛି । ଅଫଲାଇନ ପରୀକ୍ଷାକୁ ବିରୋଧ କରି ଛାତ୍ରମାନେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଘେରାଉ କରିବା ସହ ଅନଲାଇନ ପରୀକ୍ଷା ପାଇଁ ଦାବି କରି, ଏମିତି ହଙ୍ଗାମା କରିଥିବା ଜଣାପଡ଼ିଛି । ତେବେ ଆନ୍ଦୋଳନ ତୀବ୍ର ରୂପ ନେବାପରେ ପରିସ୍ଥିତି ଉତ୍ତେଜନା ପୁର୍ଣ୍ଣ ହେବାରୁ ପୋଲିସ ଲାଠି ଚାର୍ଜ କରିଥିବା ସୂଚନା ମିଳୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe