କନକ ବ୍ୟୁରୋ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରାଜନୀତିରେ ଉଷ୍ମତା ଆଣିଛି କଂଗ୍ରେସ । ନିର୍ବାଚନରେ କିଏ ହେବେ ମୁଖ୍ୟମନ୍ତ୍ରୀ ଚେହେରା ତାକୁ ନେଇ ଚାଲିଛି ଟଣାଓଟରା । ପ୍ରଦେଶ କଂଗ୍ରେସର ଦୁଇ ଟାଣୁଆ ନେତା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ନିଜ ଜିଦରେ ଅଡିବସିଛନ୍ତି । ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ଓ ପ୍ରଦେଶ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଦଳର ହାଇକମାଣ୍ଡଙ୍କୁ ମଧ୍ୟ ନିଜ ନିଜର ଦାବି ଜଣାଇସାରିଲେଣି । ଖୁବ ଶିଘ୍ର କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ନେଇ ସୂଚନା ରହିଛି ।
ପଞ୍ଜାବ ହାଇଭୋଲଟେଜ ରାଜନୈତିକ ଡ୍ରାମା: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଚନ୍ନି ଓ ସିଦ୍ଧୁଙ୍କ ଭିତରେ ଟଣାଓଟରା
/kanak/media/post_attachments/wp-content/uploads/2022/02/30-3.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)