କୋଣାର୍କ ମନ୍ଦିରରେ ଉତ୍ତେଜନା । ଅନଲାଇନ୍ ଟିକେଟ୍ ଯୋଗୁଁ ଧସ୍ତାଧସ୍ତି । ଗେଟରେ ଧସେଇ ପଶିଲେ ପର୍ଯ୍ୟଟକ ।

Advertisment
କୋଣାର୍କ ମନ୍ଦିରରେ ଉତ୍ତେଜନା । ଅନଲାଇନ୍ ଟିକେଟ୍ ଯୋଗୁଁ ଧସ୍ତାଧସ୍ତି । ଗେଟରେ ଧସେଇ ପଶିଲେ ପର୍ଯ୍ୟଟକ ।

କନକ ବ୍ୟୁରୋ: କୋଣାର୍କ ମନ୍ଦିର ଗେଟ୍ ନିକଟରେ ଉତେଜନା । ଧସେଇ ପସିଲେ ପର୍ଯ୍ୟଟକ । ଅନଲାଇନ୍ ଟିକେଟ୍ ବିଳମ୍ବ ଯୋଗୁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଫଳରେ ପର୍ଯ୍ୟଟକମାନେ ଧଶେଇ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ଏହାକୁ ନେଇ ପର୍ଯ୍ୟଟକ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ଟିକେଟ୍ କାଉଁଟରକୁ ପର୍ଯ୍ୟଟକ ଭାଙ୍ଗିଥିବା ଜଣାପଡ଼ିଛି । ପୋଲିସର ହସ୍ତକ୍ଷେପ ପରେ ସ୍ଥିତି ସ୍ୱାଭାବିକ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe