ଭଦ୍ରକ ଧାମନଗରରେ ଉତେଜନା ! ୪ ବଖରା ଘର ଜାଳିଦେଲେ ଦୁର୍ବୃତ

Advertisment
ଭଦ୍ରକ ଧାମନଗରରେ ଉତେଜନା ! ୪ ବଖରା ଘର ଜାଳିଦେଲେ ଦୁର୍ବୃତ

କନକ ବ୍ୟୁରୋ : ଭଦ୍ରକ ଧାମନଗରରେ ଉତେଜନା । ଧାମନଗର ବଜାରରେ ଅଗ୍ନିକାଣ୍ଡକୁ ନେଇ ଉତେଜନା ଦେଖାଦେଇଛି । ଦୁବୃର୍ତମାନେ ୪ ବଖରା ଘର ଜାଳିଦେଇଛନ୍ତି । ଘଟଣା ସ୍ଥଳରେ ଏସପି ପହଚିଂଛ ଘଟଣାର ଅନୁଧ୍ୟାନ କରିଛନ୍ତି । ଉତେଜନା ପରେ ଧାମନଗର ବଜାରରେ ୧୪୪ ଧାରା ଜାରି ହୋଇଛି । ବ୍ୟାପକ ପୁଲିସ ମୁତୟନ କରାଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe