ମା’ଙ୍କ ମନ୍ଦିର ଲୁଟିନେଲେ ଦୁର୍ବୃତ୍ତ । କଟକ ଦରଖାପାଟଣା ପୂଜା ମଣ୍ଡପରୁ ମା’ଙ୍କ ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ ।

Advertisment
ମା’ଙ୍କ ମନ୍ଦିର ଲୁଟିନେଲେ ଦୁର୍ବୃତ୍ତ । କଟକ ଦରଖାପାଟଣା ପୂଜା ମଣ୍ଡପରୁ ମା’ଙ୍କ ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ ।

କନକ ବ୍ୟୁରୋ: ମନ୍ଦିରରୁ ଲୁଟ୍ । ମା’ଙ୍କ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ । କଟକ ଦରଘାପାଟଣା ପୂଜା ମଣ୍ଡପରୁ ମା’ଙ୍କ ଅଳଙ୍କାର ଚୋରି ହୋଇଛି । ବିଳମ୍ବିତ ରାତିରେ ଚୋରି କରି ନେଇଛନ୍ତି ଦୁର୍ବୃତ । ମନ୍ଦିରର ଦ୍ୱାର ଖୋଲାଯାଇଥିବା ସକାଳୁ ଦେଖିବାକୁ ପାଇଥିଲେ ପୂଜକ । ଏହା ପରେ ମା’ଙ୍କ ମୁକୁଟ ଚୋରି ହୋଇଥିବା ପୂଜକ ଦେଖିଥିଲେ । ଥାନାରେ ଚୋରି ନେଇ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe