କନକ ବ୍ୟୁରୋ: ବିଳମ୍ବିତ ରାତିରେ ମନ୍ଦିରରୁ ଦୁଇଟି ହୁଣ୍ଡି ବାକ୍ସ ଲୁଟିନିଲେ ଦୁର୍ବୃତ । ପୁରୁଣା ବଜ଼ାର ଥାନା ନିକଟ ସନ୍ତିଆ ସ୍ଥିତ ମଦନ ମୋହନ ଓ ଗୋବିନ୍ଦ ଜୀଉ ମନ୍ଦିରରୁ ଏହି ଲୁଟ୍ ହୋଇଛି । ତେବେ ହୁଣ୍ଡି ବାକ୍ସରେ କେତେ ଟଙ୍କା ଥିଲା ତାହାର ସଠିକ ତଥ୍ୟ ମିଳି ନଥିବା ବେଳେ ପାଖ ବିଲରୁ ଏହା ଉଦ୍ଧାର ହୋଇଛି । ପୁରୁଣା ବଜ଼ାର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।