ଅଳିଆ ଗଦା ଭିତରେ ମନ୍ଦିର । ଦୁର୍ଗନ୍ଧ ଯୋଗୁଁ କାର୍ତ୍ତିକ ମାସରେ ବି ଖାଁ ଖାଁ ଭୁବନେଶ୍ୱର ରଙ୍ଗମାଟିଆ ସର୍ବେଶ୍ୱର ମହାଦେବ ମନ୍ଦିର ।

Advertisment
ଅଳିଆ ଗଦା ଭିତରେ ମନ୍ଦିର । ଦୁର୍ଗନ୍ଧ ଯୋଗୁଁ କାର୍ତ୍ତିକ ମାସରେ ବି ଖାଁ ଖାଁ ଭୁବନେଶ୍ୱର ରଙ୍ଗମାଟିଆ ସର୍ବେଶ୍ୱର ମହାଦେବ ମନ୍ଦିର ।

କନକ ବ୍ୟୁରୋ: ଅଳିଆ ଗଦା ଭିତରେ ମହାଦେବ । ଭୁଆଷୁଣି ଡମ୍ପିଂୟାର୍ଡ ପାଖରେ ଅଛି ସର୍ବେଶ୍ୱର ମହାଦେବ । ଦୁର୍ଗନ୍ଧ ଯୋଗୁ ୪୩ ବର୍ଷର ମନ୍ଦିର ଏବେ ବନ୍ଦ ହେବାକୁ ବସିଲାଣି । କାର୍ତ୍ତିିକ ମାସରେ ବି ମନ୍ଦିର ଖାଁ ଖାଁ । ମନ୍ଦିିର ପାଚେରିକୁ ଲାଗି ଡମ୍ପିଂୟାର୍ଡ ରହିଥିବାରୁ ପ୍ରବଳ ଦୁର୍ଗନ୍ଧ ହେଉଛି । ତେଣୁ ମନ୍ଦିରକୁ ଆଉ ଲୋକେ ଆସୁନାହାଁନ୍ତି । ପୂର୍ବରୁ ବିବାହ ବ୍ରତ ପାଇଁ ଏଠାରେ ପ୍ରସାଦ ରନ୍ଧା ଯାଉଥିଲା କିନ୍ତୁ ଏବେ ତାହା ବନ୍ଦ ହୋଇଯାଇଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe