କନକ ବ୍ୟୁରୋ : ଅନଲାଇନରେ ନିର୍ମାଲ୍ୟ ବିକ୍ରିକୁ ବିରୋଧରେ ଆମାଜନ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା । କାହା ଅନୁମତିରେ କମ୍ପାନୀ ବିକ୍ରି କରୁଥିଲା ସେ ନେଇ ଏତଲା ଦିଆଯାଇଛି । ଚଢାଦରରେ ଅନଲାଇନରେ ଆମାଜନ ନିର୍ମାଲ୍ୟ ବିକ୍ରି କରୁଥିବା ଅଭିଯୋଗ ହୋଇଛି ।
ପୂର୍ବରୁ ଶ୍ରୀମନ୍ଦିର ସେବାୟତ ଶମ୍ବୁନାଥ ଖୁଂଟିଆ ଆମାଜନ ଇଣ୍ଡିଆ ବିରୋଧରେ ଏତଲା ଦେଇଥିଲେ । ଏତଲାକାରୀ କହିଛନ୍ତି, ୧୦ ଟଙ୍କାର ପ୍ୟାକେଟକୁ ୫୦୦ ଟଙ୍କା ଦାମ ରଖି ୫୯ରୁ ୧୫୦ ଟଙ୍କାରେ ଆମାଜନ ବିକ୍ରି କରୁଛି । ଏହାସହ ମହାପ୍ରସାଦର ପବିତ୍ରତା ରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2020/12/6-1.jpg)