ସବୁଠୁ ଉତ୍ତପ୍ତ ସହର ସୋନପୁର । ୪୦ ଡିଗ୍ରୀ ଉପରେ ରହିଲା ରାଜ୍ୟର ୪ଟି ସହରର ତାପମାତ୍ରା, ପଢ଼ନ୍ତୁ କେଉଁଠି କେତେ ଥିଲା ଆଜିର ତାପମାତ୍ରା ।

Advertisment
ଅସହ୍ୟ ତାତିରୁ ଏତେ ଶୀଘ୍ର ନିସ୍ତାର ନାହିଁ : ରାଜ୍ୟରେ ଗ୍ରୀଷ୍ମପ୍ରବାହ ଆହୁରି ୨ ଦିନ; ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ: ରାଜ୍ୟର ସବୁଠୁ ଉତ୍ତପ୍ତ ସହର ସୋନପୁର। ଆଜି ସୋନପୁରର ତାପମାତ୍ରା ୪୧ .୩ ଡିଗ୍ରୀ ରେକର୍ଡ । ସେହପରି ୪୦ ଡିଗ୍ରୀ ଉପରେ ରାଜ୍ୟର ୩ଟି ସହରର ତାପମାତ୍ରା ରେକର୍ଡ ହୋଇଛି । ତେବେ ଗତକାଲି ବିଳମ୍ବିତ ରାତିରେ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ମଧ୍ୟ ହୋଇଥିଲା । ଭୁବନେଶ୍ୱର ସମେତ କିଛି ସ୍ଥାନରେ ସକାଳୁ ସକାଳୁ ପାଗ କୋହଲା ରହିଥିଲେ ବି ମଧ୍ୟାହ୍ନ ବେଳକୁ ଖରା ଅନୁଭୂତ ହୋଇଛି ।

ତେବେ ରାଜ୍ୟର ୪ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ, ବଲାଙ୍ଗୀରରେ ୪୧.୨ ଡିଗ୍ରୀ, ବୌଦ୍ଧରେ ୪୧.୦ ଡିଗ୍ରୀ ଏବଂ ଅନୁଗୁଳରେ ୪୦.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe