୪ ତାରିଖଠାରୁ ରାଜ୍ୟରେ କମିପାରେ ତାପମାତ୍ରା ! ଆଂଚଳିକ ପାଣିପାଗ ବିଭାଗର ସୂଚନା

26

କନକ ବ୍ୟୁରୋ : ୪ ତାରିଖଠାରୁ ରାଜ୍ୟରେ କମିପାରେ ତାପମାତ୍ରା । ଏନେଇ ଆକଳନ କରିଛି ଆଂଚଳିକ ପାଣିପାଗ ବିଭାଗ । ଆଭ୍ୟନ୍ତରୀଣ ଓଡିଶାରେ ଗ୍ରଷ୍ମ ପ୍ରବାହ ଜାରି ରହିଛି । ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଆଶଙ୍କା କରାଯାଉଛି । ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ଅଧିକ ରହିବ । ଆଭ୍ୟନ୍ତରୀଣ ଅପେକ୍ଷା ଉକପୂଳ ଓଡିଶାରେ କମ୍ ତାପମାତ୍ରା ରହିବା ଆଶଙ୍କା କରିଛି ପାଣିପାଗ ବିଭାଗ ।