କନକ ବ୍ୟୁରୋ: ବାରଙ୍ଗ କୁଆଖାଇ ବ୍ରିଜରେ ଦୁର୍ଘଟଣା, କାରକୁ ପିଟି ନଦୀ ଭିତରକୁ ଖସି ପଡ଼ିଲା ଟ୍ରକ । ଏହି ଦୁର୍ଘଟଣାରେ କାରରେ ବସିଥିବା ଟେଲି ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ସହଯୋଗୀ ଗୁରୁତର ଭାବେ ଆହତ ହୋଇଛନ୍ତି । ସିମେଣ୍ଟ ବୋଝେଇ ଟ୍ରକ କାରକୁ ଧକ୍କା ଦେବା ପରେ ବ୍ରିଜରୁ ନଦୀ ଭିତରକୁ ଖସିପଡ଼ିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚିି ଗୁରୁତର ମାନଙ୍କୁ ମେଡିକାଲକୁ ପଠାଇବା ସହ ଘଟଣାକୁ ନେଇ ଅଧିକ ତଦନ୍ତ କରୁଛି । । ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।
ବାରଙ୍ଗ କୁଆଖାଇ ବ୍ରିଜରେ ଦୁର୍ଘଟଣା; ଦୁର୍ଘଟଣାରେ ଟେଲି ଅଭିନେତ୍ରୀ ମୃତ । କାର ସହ ଧକ୍କା ପରେ ନଦୀକୁ ଖସିପଡ଼ିଲା ଟ୍ରକ
/kanak/media/post_attachments/wp-content/uploads/2024/06/car.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)