କନକ ବ୍ୟୁରୋ : ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ୩ଟି ଫର୍ମାଟ ପାଇଁ ଦଳ ଘୋଷଣା ହୋଇଛି । ଏହି ଗସ୍ତରୁ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି । ଏହାସହ ୩ଟି ଯାକ ଫର୍ମାଟରେ ବିରାଟ କୋହଲି ଅଧିନାୟକ ରହିଛନ୍ତି । ଅନ୍ୟପକ୍ଷରେ ବରୁନ ଚକ୍ରବର୍ତ୍ତୀଙ୍କୁ ପ୍ରଥମ ଥର ପାଇଁ ଦଳରେ ସାମିଲ କରାଯାଇଛି ।
ଟେଷ୍ଟ ଦଳ: ବିରାଟ କୋହଲି, ମୟଙ୍କ ଅଗ୍ରୱାଲ, ପୃଥୀ ଶ, କେଏଲ ରାହୁଲ, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଶୁଭମନ ଗିଲ, ରିଦ୍ଧିମାନ ଶାହା, ରିଷବ ପନ୍ତ, ଯଶପ୍ରୀତ ବୁମରାହ, ମହମ୍ମଦ ସାମି, ଉମେଶ ଯାଦବ, ନବଦୀପ ସାଇନି, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନୀ, ମହମ୍ମଦ ସିରାଜ
ଦିନିକିଆ ଦଳ: ବିରାଟ କୋହଲି, ଶିଖର ଧୱନ, କେଏଲ ରାହୁଲ, ଶ୍ରେୟାସ ଆୟର, ମନିଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ ଶୁଭମନ ଗିଲ, ରିଦ୍ଧିମାନ ଶାହା, ରିଷବ ପନ୍ତ, ଯଶପ୍ରୀତ ବୁମରାହ, ମହମ୍ମଦ ସାମି, ନବଦୀପ ସାଇନି, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ଚହଲ, ସାର୍ଦୁଲ ଠାକୁର
ଟି-୨୦ ଦଳ: ବିରାଟ କୋହଲି, ଶିଖର ଧୱନ, କେଏଲ ରାହୁଲ, ଶ୍ରେୟାସ ଆୟର, ମନିଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ, ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ଯଶପ୍ରୀତ ବୁମରାହ, ମହମ୍ମଦ ସାମି, ନବଦୀପ ସାଇନି, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ଚହଲ, ଦିପର ଚହର, ବରୁନ ଚକ୍ରବର୍ତ୍ତୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/dc-Cover-5stjba1f3bsma12u6neh15thp7-20171019135024.Medi_.jpeg)