ଆଜିିଠାରୁ ଛୁଟିରେ ଯିବେ ଶିକ୍ଷା ସହାୟକ । ଆନ୍ଦୋଳନକୁ ଓହ୍ଲାଇବେ ରାଜ୍ୟର ପ୍ରାୟ ୭୦ ହଜାର ଶିକ୍ଷକ

ଆଜିିଠାରୁ ଛୁଟିରେ ଯିବେ ଶିକ୍ଷା ସହାୟକ । ଆନ୍ଦୋଳନକୁ ଓହ୍ଲାଇବେ ରାଜ୍ୟର ପ୍ରାୟ ୭୦ ହଜାର ଶିକ୍ଷକ

କନକ ବ୍ୟୁରୋ : ଆଜିିଠାରୁ ଛୁଟିରେ ଗଲେ ଶିକ୍ଷା ସହାୟକ । ରାଜ୍ୟର ପ୍ରାୟ ୭୦ହଜାର ଶିକ୍ଷା ସହାୟକ ସମୂହ ଛୁଟିରେ ଗଲେ ବୋଲି ସୂଚନା ଦେଇଛନ୍ତି ଶିକ୍ଷା ସହାୟକ ସଂଘର ସଭାପତି । ଦରମା ୨୫ ପ୍ରତିଶତ ବୃଦ୍ଧି, ନିୟମିତ କରିବା, ଶିକ୍ଷା ସହାୟକ ନାମ ପରିବର୍ତ୍ତନ ଆଦି ମୋଟ ସାତ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇବ ସଂଘ । ଆଜି ବିଶାଳ ରାଲି କରି ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହାଛଡା ଆଗାମୀ ୧୬ ତାରିଖରୁ ଆରମ୍ଭ ହେବାକୁ ଥିବା ସ୍କୁଲ ସ୍ତରୀୟ ପରୀକ୍ଷା ବର୍ଜନ କରିବାକୁ ମଧ୍ୟ ସଂଘ ପକ୍ଷରୁ ଧମକ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe