ଲକ୍ଷ୍ନୌରେ ଆରମ୍ଭ ହୋଇଛି ଡ୍ରୋନ୍ ଜରିଆରେ ଚାହା ଯୋଗାଣ । ଡିଜିସିଏ ଅନୁମତି ପରେ ଏହା ବ୍ୟବସାୟିକ ଭାବେ କାର୍ଯ୍ୟ କରିବ । ଆଇଆଇଟି କାନପୁରର କିଛି ଛାତ୍ର ଏନେଇ ଆରମ୍ଭ କରିଛନ୍ତି ନିଜର ଷ୍ଟାର୍ଟ ଅପ୍ କମ୍ପାନୀ । ଏଭଳି ଚାହା ବିକ୍ରି ଦେଶରେ ପ୍ରଥମ ବୋଲି କୁହାଯାଉଛି । ଏପ୍ରିଲ ୧ ତାରିଖରେ ଗଠିତ ନୂଆ କମ୍ପାନୀ ଟେକ୍ ଇଗଲ୍ ଏହାକୁ ବିକଶିତ କରିଛି ।
ଲକ୍ଷ୍ନୌ ସହରର ୧୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଏହି ସେବା ଯୋଗାଇ ଦିଆଯିବ । ସେହିପରି ସର୍ବାଧିକ ୧୦ ଲିଟର୍ ଚାହା ଡ୍ରୋନ୍ ଜରିଆରେ ଦିଆ ଯାଇପାରିବ । ଜିପିଏସ୍ ଜରିଆରେ ଏହା ଗ୍ରାହକଙ୍କ ନିକଟକୁ ଚାହା ନେଇପାରିବ । ଲକ୍ଷ୍ନୌର ଏହି ଡ୍ରୋନ୍ ଚାହା ବିକ୍ରି ଏବେ ଦେଶବ୍ୟାପୀ ଉକ୍ରଣ୍ଠାର ବିଷୟ ପାଲଟିଛି । ଆଇଆଇଟି କାନପୁରର କିଛି ଛାତ୍ରମାନେ ଏହାକୁ ବ୍ୟବସାୟିକ ଭାବେ କାର୍ଯ୍ୟ କରିବା ପାଇଁ ନିଜର ଏକ ଷ୍ଟାର୍ଟ ଅପ କମ୍ପାନୀ ଆରମ୍ଭ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/post_attachments/wp-content/uploads/2018/05/vlcsnap-2018-05-25-20h07m09s853.png) 
                            
                        
                            
                            /kanak/media/post_attachments/wp-content/uploads/2018/05/vlcsnap-2018-05-25-20h07m23s550-300x169.png)