କନକ ବ୍ୟୁରୋ: ରାଜନୀତିରୁ ଦୂରେଇ ରହିଥିବା ତଥାଗତ ଶତପଥୀଙ୍କ ବୟାନକୁ ନେଇ ଚର୍ଚ୍ଚା । ସେ ରାଜନୀତିରୁ ସନ୍ନ୍ୟାସ ନେବେ ନା ରାଜନୀତିରେ ରହିବେ । ଏ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, ରାଜନୀତି ମୁଁ ଛାଡ଼ିଲେ, ରାଜନୀତି ମୋତେ ଛାଡ଼ିବ କ’ଣ? ରାଜନୀତିରେ ସନ୍ନ୍ୟାସ ନେବାର ପ୍ରଶ୍ନ ଉଠୁନାହିଁ । ମୁଁ ଏବେ ନିର୍ଦ୍ଦଳୀୟ । ୨୦୨୪ରେ ଲଢ଼ିବେ କି ନାହିଁ, ପ୍ରଶ୍ନରେ କହିଛନ୍ତି, ସବୁ କଥା ସବୁବେଳେ କୁହାଯାଏ ନାହିଁ । କିନ୍ତୁ ଠାରରେ ଅନେକ କଥା କହିଛନ୍ତି ।
ତଥାଗତ ଶତପଥୀଙ୍କ ବୟାନକୁ ନେଇ ଚର୍ଚ୍ଚା। କହିଲେ, ରାଜନୀତିରେ ସନ୍ନ୍ୟାସ ନେବାର ପ୍ରଶ୍ନ ଉଠୁନାହିଁ।
/kanak/media/post_attachments/wp-content/uploads/2022/11/11-15.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)