କନକ ବ୍ୟୁରୋ : ସାର୍ବଜନୀନ କରାଯାଉ ଭାରତର ସର୍ଜିକାଲ ଷ୍ଟ୍ରାଇକର ଭିଡିଓ । ଏହି ଦାବି କରିଛନ୍ତି ବିଜେଡି ସାଂସଦ ତଥାଗତ ସତପଥୀ । ଆମେରିକା ଭଳି ପାକ୍ ସେନା ଉପରେ ଭାରତର ଆକ୍ରମଣର ଭିଡିଓ ଲୋକଲୋଚନକୁ ଆସିବା ଦରକାର ବୋଲି ତଥାଗତ କହିଛନ୍ତି । ତେବେ ଏହା ବିଜେଡିର ନୁହେଁ ତାଙ୍କ ବ୍ୟକ୍ତିଗତ ମତ ବୋଲି କହିଛନ୍ତି ତଥାଗତ ।
ଏହା ସହ ଦେଖନ୍ତୁ ଏହି ଭିଡିଓ –
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/1-3.jpg)