ବିଜେଡି ସାଂସଦ ତଥାଗତ ଶତପଥୀଙ୍କ ଟ୍ୱିଟ୍ : କହିଲେ, ଏଆଇଏଡିଏମକେ ଭଳି ବିଜେଡିକୁ ଭାଙ୍ଗିବା ଉଦ୍ୟମ କରୁଛି ବିଜେପି

Advertisment
ବିଜେଡି ସାଂସଦ ତଥାଗତ ଶତପଥୀଙ୍କ ଟ୍ୱିଟ୍ : କହିଲେ, ଏଆଇଏଡିଏମକେ ଭଳି ବିଜେଡିକୁ ଭାଙ୍ଗିବା ଉଦ୍ୟମ କରୁଛି ବିଜେପି

କନକ ବ୍ୟୁରୋ : ଟ୍ୱିଟ୍ କରି ସାଂଘାତିକ ଅଭିଯୋଗ ଆଣିଲେ ବିଜେଡି ସାଂସଦ ତଥାଗତ ଶତପଥୀ । କହିଲେ, ଏଆଇଏଡିଏମକେ ଭଳି ବିଜେଡିକୁ ଭାଙ୍ଗିବା ଉଦ୍ୟମ କରୁଛି ବିଜେପି । ବିଜେଡିର ନାଁ ଓ ଚିହ୍ନକୁ ଛଡାଇନେବା ପାଇଁ ବିଜେପି ଚେଷ୍ଟା କରୁଥିବା କହିଛନ୍ତି ସାଂସଦ । ଆଉ ଏହାକୁ ସଫଳ କରିବା ଦିଗରେ ବିଜେପିକୁ ଜଣେ ସାଂସଦ ସହଯୋଗ କରୁଥିବା ନେଇ ଚର୍ଚ୍ଚା ହେଉଛି । ବିଜେଡିକୁ ଭାଗ ଭାଗ କରିବା ସଫଳ ହେଲେ ବିଜେପି ଆଗୁଆ ନିର୍ବାଚନ କରିବା ନେଇ ଯୋଜନା କରିଥିବା ଟ୍ୱିଟ୍ କରି କହିଛନ୍ତି ତଥାଗତ ।

ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe