ବୋଲ ମାନୁନାହାନ୍ତି ବ୍ୟୁରୋକ୍ରାଟ୍ ! ତଥାଗତ ଶତପଥୀ

63

ବ୍ୟୁରୋକ୍ରାଟଙ୍କ ଉପରେ ପୁଣି ଥରେ ବର୍ଷିଛନ୍ତି ବରିଷ୍ଠ ବିଜେଡି ସାଂସଦ ତଥାଗତ ସତପଥୀ। କହିଛନ୍ତି, ବ୍ୟୁରୋକ୍ରାଟମାନେ ଲୋକାଭିମୁଖୀ ହେବା ଉଚିତ । କିନ୍ତୁ ଆମ ରାଜ୍ୟରେ ତାହା ହୋଇନାହିଁ। ସେମାନେ କେଉଁ ଦଳର ନୁହେଁ, ଲୋକଙ୍କ ପାଇଁ କାମ କରିବା ଉଚିତ ବୋଲି କନକ ନ୍ୟୁଜକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ତଥାଗତ।