କନକ ବ୍ୟୁରୋ : ସେସୁ ପରେ ଟାଟା ପାୱାର ହାତକୁ ଯାଇଛି ନେସ୍କୋ । ଏପ୍ରିଲ ପହିଲାରୁ ଉତର ପୂର୍ବ ଓଡ଼ିଶାରେ ବିଦ୍ୟୁତ ବିତରଣ କରିବ ଟାଟା । ଦେଶର ସବୁଠୁ ବଡ଼ ବିଦ୍ୟୁତ ବିତରଣ କଂପାନୀ ଟାଟା ପାୱାର, ନେସ୍କୋ ଅଧୀନରେ ଥିବା ବିଦ୍ୟୁ୍ତ ଉପଭୋକ୍ତାଙ୍କୁ ସେବା ଯୋଗାଇବ । ବିକ୍ରି ପ୍ରକ୍ରିୟା ଶେଷ ହେବା ପରେ ନେସ୍କୋର ପରିଚାଳନା ଓ ଅପରେସନ୍ ଦାୟିତ୍ୱ ଟାଟା ପାୱାର ହାତକୁ ଯାଇଛି । ରାଜ୍ୟ ସରକାର ହାତରେ ୪୯ ପ୍ରତିଶତ ମାଲିକାନା ରହିଥିବା ବେଳେ ଟାଟା ହାତକୁ ଯାଇଛି ନେସ୍କୋର ୫୧ ପ୍ରତିଶତ ଅଂଶଧନ ।
ସେସୁ ପରେ ଟାଟା ହାତକୁ ଗଲା ନେସ୍କୋ : ଏପ୍ରିଲ ପହିଲାରୁ ନେସ୍କୋ ଅଂଚଳରେ ବିଦ୍ୟୁତ ବିତରଣ କରିବ ଟାଟା ପାୱାର
/kanak/media/post_attachments/wp-content/uploads/2021/04/3-3.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)