କନକ ବ୍ୟୁରୋ: ୪୫ହଜାର ମହିଳାଙ୍କୁ ଚାକିରି ଦେବ ଟାଟା ଗ୍ରୁପ୍ । ହୋସୁରେ ପ୍ରତିଷ୍ଠା ହେବ ଆଇଫୋନ କମ୍ପୋନେଟର ଇଲେକ୍ଟଟ୍ରୋନିକ କାରଖାନା । ଯେଉଁଠି ଏହି ମହିଳମାନଙ୍କୁ ଦିଆଯିବ ନିଯୁକ୍ତି ଦିଆଯିବ । ବୁଲମର୍ଗ ରିପୋର୍ଟ ଅନୁସାରେ ଆଗାମୀ ବର୍ଷକ ଭିତରେ କମ୍ପାନୀ ଏଠାରେ ପ୍ଳାଂଟ ସ୍ଥାପନ କରିବ ଓ ମହିଳାଙ୍କୁ ଅଧିକ ସୁଯୋଗ ଦେବ ।
୫ଶହ ଏକର ଜମିରେ ଏହି କାରଖାନା ନିର୍ମାଣ କରାଯିବ । ତାମିଲନାଡୁ ହୋସରରେ ଏହାକୁ ନିର୍ମାଣ କରାଯିବ । କର୍ମଚାରୀଙ୍କୁ ଅତିକମରେ ୧୬ହଜାର ଟଙ୍କାର ଦରମା ମିଳିବ । କେବଳ ସେତିକି ନୁହେଁ ଖାଇବା ଓ ରହିବାକୁ ମଧ୍ୟ ମାଗଣାରେ ପ୍ରଦାନ କରାଯିବ । ଏଥିସହ କର୍ମଚାରୀଙ୍କୁ ନୂଆ ଚାକିରି ପାଇଁ ତାଲିମ ମଧ୍ୟ ଦିଆଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/ratan-tata-img.jpg)