ଟାଙ୍ଗୀ : ଟାଙ୍ଗୀ ପୋଲିସ ମଙ୍ଗୁଳୀରୁ –ଟାଙ୍ଗୀ ମଧ୍ୟରେ ଥିବା ଟୋଲ୍ ଗେଟରୁ ଏକ କାରରୁ ୩୦ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ପୋଲିସ । ୩ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରାଯାଉଛି । କାରଟି କଟକରୁ ବାଲେଶ୍ୱର ଯାଉଥିବା ଟୋଲ ଗେଟ୍ ପାଖରେ ପୋଲିସ କାର ଭିତରୁ ୨ ବସ୍ତା ପୁରୁଣା ନୋଟ୍ ଜବତ କରିଛି । ଅଟକ ବ୍ୟକ୍ତିମାନଙ୍କ ଘର ଜଳେଶ୍ୱର ଅଂଚଳ ବୋଲି ସୂଚନା ମିଳିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us