କନକ ବ୍ୟୁରୋ : ସମ୍ବାଦର ସମ୍ପାଦକ ପଦରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅବ୍ୟାହତି । ବ୍ୟକ୍ତିଗତ କାରଣ ଯୋଗୁ ସମ୍ବାଦର ସମ୍ପାଦକ ସହ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ପଦରୁ ସୌମ୍ୟରଞ୍ଜନ ଅବ୍ୟାହତି ନେଇଛନ୍ତି । ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତି ତନୟା ପଟ୍ଟନାୟକ ସମ୍ବାଦର ନୂଆ ସମ୍ପାଦକ ଭାବେ ଦାୟିତ୍ୱଭାର ଗ୍ରହଣ କରିଛନ୍ତି ।
ସୌମ୍ୟରଞ୍ଜନଙ୍କ ଅବ୍ୟାହତି : ତନୟା ପଟ୍ଟନାୟକ ‘ସମ୍ବାଦ’ ସମ୍ପାଦକ
/kanak/media/post_attachments/wp-content/uploads/2023/10/37.jpg)