ପୁଣିଥରେ ଇଡିରେ ହାଜର ହେଲେ ତାଳଚେର ବିଧାୟକ ବ୍ରଜ ପ୍ରଧାନ। ଦ୍ୱିତୀୟ ଥର ପାଇଁ ଇଡି ଅଫିସରେ ହାଜର ।

ପୁଣିଥରେ ଇଡିରେ ହାଜର ହେଲେ ତାଳଚେର ବିଧାୟକ ବ୍ରଜ ପ୍ରଧାନ। ଦ୍ୱିତୀୟ ଥର ପାଇଁ ଇଡି ଅଫିସରେ ହାଜର ।

କନକ ବ୍ୟୁରୋ: ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡିରେ ପୁଣି ଥରେ ହାଜର ହୋଇଛନ୍ତି ତାଳଚେର ବିଧାୟକ ବ୍ରଜ ପ୍ରଧାନ । ଖଣି ମାମଲାକୁ ନେଇ ଇଡି ବିଧାୟକଙ୍କୁ ପଚରାଉଚୁରା କରୁଥିବା ସୂଚନା ମିଳିଛି । ଖଣି କାରବାରରେ ତାଙ୍କ ସମ୍ପୃକ୍ତିକୁ ନେଇ ଗତ ସପ୍ତାହରେ ଇଡିରେ ହାଜର ହୋଇ ପକ୍ଷ ରଖିଥିଲେ । ତେବେ ଜେରା ବେଳେ ବ୍ରଜ ପ୍ରଧାନ ଆବଶ୍ୟକ କାଗଜପତ୍ର ଦାଖଲ କରିପାରିନଥିବା ସୂଚନା ମିଳିଥିଲା । ତେଣୁ ଦ୍ୱିତୀୟ ଥର ପାଇଁ ଇଡି ତାଙ୍କୁ ହାଜର ହେବାକୁ କହିଥିବା ସୂଚନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe