ଗଡିଲା ରଥ : ଗୁଣ୍ଡିଚା ମନ୍ଦିର ଅଭିମୁଖେ ବଳଭଦ୍ର

ଗଡିଲା ରଥ : ଗୁଣ୍ଡିଚା ମନ୍ଦିର ଅଭିମୁଖେ ବଳଭଦ୍ର

Image Courtesy : http://www.odisharajya.com

କନକ ବ୍ୟୁରୋ : ଶ୍ରୀଜୀଉ ରଥାରୁଢ ହେବା ପରେ ତିନି ରଥରେ ଗଜପତିଙ୍କ ଛେରାପହଁରା କାର୍ଯ୍ୟ ସମ୍ପନ୍ନ ହୋଇଛି । ରଥରେ ଘୋଡା ଯୋଚା ଯିବା ପରେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଛି । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଓ ଘୋଷ ଘଣ୍ଟୁଆଳ ଘଣ୍ଟ ବାଦନରେ ତାଳଧ୍ୱଜ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଅଗ୍ରସର ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe