କନକ ବ୍ୟୁରୋ : ଶ୍ରୀଜୀଉ ରଥାରୁଢ ହେବା ପରେ ତିନି ରଥରେ ଗଜପତିଙ୍କ ଛେରାପହଁରା କାର୍ଯ୍ୟ ସମ୍ପନ୍ନ ହୋଇଛି । ରଥରେ ଘୋଡା ଯୋଚା ଯିବା ପରେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଛି । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଓ ଘୋଷ ଘଣ୍ଟୁଆଳ ଘଣ୍ଟ ବାଦନରେ ତାଳଧ୍ୱଜ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଅଗ୍ରସର ହେଉଛି ।
ଗଡିଲା ରଥ : ଗୁଣ୍ଡିଚା ମନ୍ଦିର ଅଭିମୁଖେ ବଳଭଦ୍ର
/kanak/media/post_attachments/wp-content/uploads/2017/06/taladhwaja.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)